ନିର୍ବାଚନରେ ସାମିଲ ହେବା ପାଇଁ ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଭୋଟ ଅପିଲ - appeal
🎬 Watch Now: Feature Video

ସମସ୍ତ ଦଳ ନିଜ ନିଜର ପ୍ରାର୍ଥୀଙ୍କୁ ନିର୍ବାଚନୀ ମୈଦାନରେ ଓହ୍ଲାଇ ସାରିଲେଣି। ସାଧାରଣ ନିର୍ବାଚନରେ ଯୋଗ୍ୟ ପ୍ରାର୍ଥୀ ଦେଖି ଭୋଟ ଦେବାକୁ ସଚେତନତା କରାଯାଉଛି। ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଭୁମିକା ନିଭାଉଛନ୍ତି ପଦ୍ମଶ୍ରୀ ଦୈତାରୀ ନାଏକ।