ଗଣତନ୍ତ୍ରରେ ରାଜତନ୍ତ୍ରର ରାଜ, 71ବର୍ଷର ଧନୁଯାତ୍ରାରେ 9 କଂସଙ୍କ ରାଜୁତି - ମୁକ୍ତାକାଶ ରଙ୍ଗମଞ୍ଚ ବରଗଡର ଧନୁଯାତ୍ରା

🎬 Watch Now: Feature Video

thumbnail

By

Published : Dec 10, 2019, 2:37 PM IST

ବିଶ୍ବର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା । ପ୍ରଥମ କରି 1948ମସିହାରେ ଆରମ୍ଭ ହୋଇଥିଲା ଏହି ପୌରାଣିକ ନାଟକ । ତେବେ ଏଯାବତ 9ଜଣ କଳାକାର କଂସ ଭୂମିକାକୁ ମଞ୍ଚ ଉପରେ ଜୀବନ୍ତ ଅତି କରି ଫୁଟାଇପାରିଛନ୍ତି । କିଏ ଓ କେଉଁ ମସିହାରେ ସାଜିଥିଲେ ମଥୁରା ନରେଶ ଜାଣିବା ପାଇଁ ଦେଖନ୍ତୁ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.