ବନ୍ଦେ ଉତ୍କଳ ଜନନୀରେ କମ୍ପିଲା ସାରା ଓଡିଶା - ବନ୍ଦେ ଉତ୍କଳ ଜନନୀ
🎬 Watch Now: Feature Video

ଭବାନୀପାଟଣା/ବାରିପଦା/ରାଇରଙ୍ଗପୁର/ନବରଙ୍ଗପୁର/ଭଦ୍ରକ: କୋରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ରାଜ୍ୟର ବିଭିନ୍ନ ସ୍ଥାନରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ପରିବେଷଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରାଜ୍ୟର ଆବାଳବୃଦ୍ଧ ବନିତା ସଙ୍ଗୀତ ଆବୃତ୍ତି କରିବା ସହ କୋରୋନା ଯୋଦ୍ଧାମାନଙ୍କୁ ନିଜର ଶ୍ରଦ୍ଧାବ୍ୟକ୍ତ କରିଛନ୍ତି । ରାଜ୍ୟର କଳାହାଣ୍ଡି, ମୟୂରଭଞ୍ଜର ବାରିପଦା ଓ ରାଇରଙ୍ଗପୁର, ନବରଙ୍ଗପୁର, ଭଦ୍ରକରେ ଶ୍ରଦ୍ଧାର ସହ ପାଳନ କରାଯାଇଛି । ଦେଖନ୍ତୁ ଭିଡିଓ...
କଳାହାଣ୍ଡି, ମୟୂରଭଞ୍ଜ,ରାଇରଙ୍ଗପୁର,ନବରଙ୍ଗପୁର ଓ ଭଦ୍ରକରୁ ଅଜିତ ସିଂ, ମୃତ୍ୟୁଞ୍ଜୟ ସେନାପତି, ସଞ୍ଜୟ କୁମାର ପରିଡା, ତପନ ବିଷୋୟୀ, ଦେବାଶିଷ ମହାପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ
TAGGED:
ବନ୍ଦେ ଉତ୍କଳ ଜନନୀ