ଜରୁରୀ ସେବା ଯୋଗାଉଥିବା କର୍ମୀଙ୍କୁ ଦିଆଯାଉ ସ୍ବତନ୍ତ୍ର ଅନୁଦାନ: ଡାକ୍ତର ଅଶୋକ ମହାପାତ୍ର

By

Published : Feb 20, 2021, 8:14 PM IST

thumbnail
ଭୁବନେଶ୍ବର: ଏବେ ବି ପିଛା ଛାଡିନି କେରୋନା । ଆଉ ଏଭଳି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ଦୃଢ ପଦକ୍ଷେପ ବଜେଟରେ ନେବା ଆବଶ୍ୟକ । ଜରୁରୀ ସେବା ପ୍ରଦାନ କରୁଥିବା ଡାକ୍ତର, ପୋଲିସ , ସାମ୍ବାଦିକ, ଅଗ୍ନିସେବା କର୍ମଚାରୀ ସମସ୍ତଙ୍କ ସୁରକ୍ଷା ଓ ଭବିଷ୍ୟତ ସୁନିଶ୍ଚିତ ପାଇଁ ଅଧିକା ଅନୁଦାନ ଦରକାର ବୋଲି କହିଛନ୍ତି ଡାକ୍ତର ଅଶୋକ ମହାପାତ୍ର । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.