ପ୍ରଥମ ଥର ଖାଁ ଖାଁ ଖାନନଗର କାଳୀ ମନ୍ଦିର, କଟକଣାରେ ଚାଲିଛି ପୂଜାର୍ଚ୍ଚନା - କୋରୋନା କଟକଣାରେ ଦୀପାବଳି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9543319-thumbnail-3x2-ctc.jpg)
କଟକ: ଭକ୍ତ ଶୂନ୍ୟ କଟକ ପ୍ରମୁଖ ଖାନ ନଗର ଦକ୍ଷିଣ କାଳୀ ମନ୍ଦିର । କୋଭିଡ ପାଇଁ ସବୁ କିଛି ଠପ । କେବଳ ପୂଜା ରୀତି ନୀତିକୁ ଛାଡିଲେ ମନ୍ଦିର ପରିସରରେ ନାହାନ୍ତି କେହି ବି ଭକ୍ତ । ଏମିତିକି ପାଖ ରାସ୍ତା ମଧ୍ୟ ଜନଶୂନ୍ୟ । ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ମା'ଙ୍କ ପୂଜାର୍ଚ୍ଚନା ।