ବିଜେପି ହୀନ ରାଜନୀତି କରୁଛି: ନରସିଂହ - ମଣ୍ଡି ସମସ୍ୟା
🎬 Watch Now: Feature Video
ଭୁବନେଶ୍ବର: ଗୋଟିଏ ପଟେ ଦେଶରେ କୃଷି ଆଇନକୁ ନେଇ ଦୀର୍ଘ ମାସ ଧରି ଆନ୍ଦୋଳନ ଚାଲିଛି । ଅନ୍ୟପଟେ ରାଜ୍ୟରେ ମଣ୍ଡି ସମସ୍ୟା ସହ ଧାନ କିଣାରେ କଟନୀ ଛଟନୀ ସମସ୍ୟା ନେଇ ପଶ୍ଚିମ ଓଡିଶାର ବିଶାଳ ସମାବେଶ ହୋଇଛି । ଏହାକୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ସେ କହିଛନ୍ତି ସରକାରଙ୍କ ହାତରେ ସମାଧାନର ବାଟ ରହିଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏବେ ହୀନ ରାଜନୀତି କରୁଛନ୍ତି । ଲୋକଙ୍କୁ ବିଭ୍ରାନ୍ତି କରିବା ପାଇଁ ଏସବୁ ତାମସା କରାଯାଉଛି ।