Parliament Winter Session: ଦେଶରେ କେବେ ହେବ ନଦୀ ସଂଯୋଗ କାମ ? - ଦେଶରେ ନଦୀ ସଂଯୋଗୀକରଣ କେବେ ହେବ
🎬 Watch Now: Feature Video

ନୂଆଦିଲ୍ଲୀ: ଦେଶରେ ନଦୀ ସଂଯୋଗ କରଣ କାମ କେବେ ଆରମ୍ଭ ହେବ ? ସଂଯୋଗ ଦ୍ବାରା ବଳକା ପାଣିକୁ ସଞ୍ଚୟ କରି ହେବ କି ? ଏହାଦ୍ବାରା ଜଳ ଅଭାବ ଅଞ୍ଚଳରେ ଜଳ ପହଞ୍ଚାଇ ହେବ କି ? ଆଜି ଏହା ଲୋକସଭାରେ ପଚାରିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ । ଏନେଇ କଣ ଉତ୍ତର ରଖିଛନ୍ତି ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ଦେଖନ୍ତୁ...