ରଙ୍ଗର ପର୍ବ ହୋଲି; ଶୁଭେଚ୍ଛା ଜଣାଇଲେ ସାଂସଦ ଅପରାଜିତା ଷଡଙ୍ଗୀ - ଅପରାଜିତା ଷଡଙ୍ଗୀଙ୍କ ହୋଲି ଶୁଭେଚ୍ଛା
🎬 Watch Now: Feature Video
ଭୁବନେଶ୍ବର: ସାଂସଦଙ୍କ ହୋଲି ଶୁଭେଚ୍ଛା । ଭିଡିଓ ଜାରି କରି ହୋଲି ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସାରା ରାଜ୍ୟ ଉତ୍ସବ ମୁଖର, ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁ ସ୍ଥାନରେ ହୋଲିର ପର୍ବ ପାଳନ କରାଯାଉଛି । କୋରୋନା କଟକଣା ମଧ୍ୟରେ ପାଳନ କରାଯାଉଛି ହୋଲି । ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ହୋଲି ଅଭିନନ୍ଦନ ଜଣାଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ