ଦିବ୍ୟାଙ୍ଗ ପୁଅର ଫେରିବା ବାଟକୁ ଅନାଇ ବାହୁନୁଛି ମା’ - mother wating for her disable son
🎬 Watch Now: Feature Video
କୋରାପୁଟ: ଆଖିରୁ ବୋହି ପଡୁଛି ଲୁହ ଧାର୍ ଧାର୍ । ଦିବ୍ୟାଙ୍ଗ ପୁଅର ଫେରିବା ବାଟକୁ ଚାତକ ଭଳି ଚାହିଁ ଚାହିଁ ବାହୁନି ବାହୁନି କାନ୍ଦୁଛି ମା । କେବେ ଫେରିବ ପୁଅ । ତାକୁ ନେଇ ମା ମନରେ ସୃଷ୍ଟି ସନ୍ଦେହ । ଆମେ କହୁଛୁ କୋରାପୁଟ ଜିଲ୍ଲା ମସ୍ତିପୁଟ ପଞ୍ଚାୟତର ଦଳେଇପୁଟ ଗାଁରେ ରହୁଥିବା ଜୟନ୍ତୀ ରଥଙ୍କ କଥା ।