ମହାଶିବରାତ୍ରୀ: ବାବା ଲିଙ୍ଗରାଜଙ୍କ ଦର୍ଶନ ପରେ ଭକ୍ତଙ୍କ ପ୍ରତିକ୍ରିୟା - Baba Lingaraj

🎬 Watch Now: Feature Video

thumbnail

By

Published : Mar 11, 2021, 2:02 PM IST

ଭୁବନେଶ୍ବର: ମହାଶିବରାତ୍ରୀ ଅବସରରେ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବାବାଙ୍କ ପୀଠରେ ଭକ୍ତଙ୍କ ସମାଗମ ହୋଇଛି । ତେବେ ବାବାଙ୍କ ଦର୍ଶନ ଅତି ଅଦ୍ଭୁତ ବୋଲି ଭକ୍ତ କହିଛନ୍ତି । ଏଥିସହ ଧାଡିରେ ରହି 2/3ଘଣ୍ଟା ଅପେକ୍ଷା ପରେ ବି ଲିଙ୍ଗରାଜଙ୍କ ଦର୍ଶନ ପାଇ ବେଶ୍‌ ଖୁସି ଅନୁଭବ ହୋଇଥିବା କହିଛନ୍ତି ଭକ୍ତଗଣ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.