ଶ୍ରଦ୍ଧାଳୁ ବିନା ଆବଦ୍ଧ ମଣ୍ଡପରେ ପୂଜା ପାଉଛନ୍ତି ମା' ଦଶଭୁଜା - ଶାରଦୀୟ ପାର୍ବଣ
🎬 Watch Now: Feature Video

ଅନୁଗୋଳ: ଶାରଦୀୟ ପାର୍ବଣକୁ ନେଇ ସବୁଠି ଉତ୍ସବର ମାହୋଲ । ଆଜି ମଣ୍ଡପ ମାନଙ୍କରେ ମହା ଅଷ୍ଟମୀ । ସବୁଠି ଚାଲିଛି ମହାଷ୍ଟମୀ ପାଇଁ ସ୍ଵତନ୍ତ୍ର ପୂଜା ନୀତି । ହେଲେ ମଣ୍ଡପରେ ନାହାନ୍ତି ଭକ୍ତ । କେବଳ ସ୍ବଳ୍ପ କର୍ମକର୍ତ୍ତା ଓ ପୂଜକଙ୍କୁ ନେଇ ଚାଲିଛି ପୂଜା। ଶ୍ରଦ୍ଧାଳୁ ମାନେ ମଣ୍ଡପକୁ ଆସି ପୂଜା ନକରିବାକୁ ପୂର୍ବରୁ ବାରଣ କରାଯାଇଛି।