କେମିତି କଟିବ ନୂଆବର୍ଷ, ଜାଣନ୍ତୁ - bhubaneswar news
🎬 Watch Now: Feature Video
ଭୁବନେଶ୍ବର: ଆସୁଛି ନୂଆବର୍ଷ। ଅନେକ ଭଲ ଓ ଖରାପ ସ୍ମୃତି ଦେଇଥିବା 2019 କିଛି ଦିନ ପରେ ବିଦାୟ ନେବ। ଆଉ 2020 ନୂଆ ଉନ୍ମାଦନା ଓ ନୂଆ ଆଶା ନେଇ ପୁଣି ଥରେ ସମସ୍ତଙ୍କ ଜୀବନରେ ରଙ୍ଗ ଭରିବାକୁ ଚେଷ୍ଟା କରିବ। 2019କୁ ବିଦାୟ ଦେଇ 2020କୁ ସ୍ବାଗତ କରିବାକୁ ସଭିଏଁ ଉତ୍ସାହିତ ଥିବାବେଳେ ନୂଆବର୍ଷରେ କେମିତି ରହିବ 12ଟି ରାଶିର ଗ୍ରହ ଚଳନ, କିଭଳି ରହିବ ଦେଶର ସୀମା ସୁରକ୍ଷା, ବୈଦେଶିକ ସମ୍ପର୍କ, ଚାଷୀର ଭବିଷ୍ୟତ, ଓଡିଶାକୁ ପୁଣି ଥରେ ଆସିବ କି ପ୍ରାକୃତିକ ବିପର୍ଯ୍ୟୟ, କେନ୍ଦ୍ର ଓ ରାଜ୍ୟ ଭିତରେ କେମିତି ରହିବ ରାଜନୈତିକ ସମ୍ପର୍କ ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଦେଖନ୍ତୁ ଏହି ଭିଡିଓ....