‘ଖଦିର ପ୍ରଚାର ପ୍ରସାର ପାଇଁ ଆଗେଇ ଆସନ୍ତୁ ଲୋକେ’
🎬 Watch Now: Feature Video
ଭୁବନେଶ୍ବର: ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ପକ୍ଷରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ହୋଇଛି ଜାତୀୟ ସ୍ତରୀୟ ଖଦି ଓ ଗ୍ରାମଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା। ଯାହାକୁ ଉଦଘାଟନ କରିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । 10 ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ବୁଣାକାର ଓ ସମବାୟ ସମିତି ମାନେ ଯୋଗ ଦେଇଛନ୍ତି। 60ଟି ଷ୍ଟଲ ଲାଗିଥିବା ଏହି ପ୍ରଦର୍ଶନୀରେ ସେମାନେ ସେମାନଙ୍କ ଉତ୍ପାଦର ପ୍ରଦର୍ଶନ ସହିତ ବିକ୍ରୟ କରିବାର ସୁବିଧା ରହିଥିବା କହିଛନ୍ତି ରାଜ୍ୟ ଖଦି ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ।
Last Updated : Oct 21, 2019, 1:22 PM IST