thumbnail

By

Published : Oct 24, 2020, 11:32 AM IST

ETV Bharat / Videos

କଟକଣାରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

ଭବାନୀପାଟଣା: କୋରୋନା କାଳରେ ସମ୍ପନ୍ନ ହୋଇଛି ପ୍ରସିଦ୍ଧ ଛତର ଯାତ୍ରା । ଭବାନୀପାଟଣାର ମା’ ମାଣିକେଶ୍ବରୀଙ୍କ ଯାତ୍ରା ନିରାଡମ୍ବରରେ ପାଳିତ ହୋଇଯାଇଛି । ପ୍ରସିଦ୍ଧ ଏହି ଯାତ୍ରାରେ ନା ବଳି ପଡିଥିଲା ନା ଭକ୍ତଙ୍କ ଭିଡ ଥିଲା । ସଂକ୍ରମଣକୁ ନଜରରେ ରଖି କଟକଣା ଲାଗୁ ସତ୍ତ୍ବେ ସରିଛି ମା’ଙ୍କ ଯାତ୍ରା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.