thumbnail

ରଙ୍ଗୀନ ହେବ ରଙ୍ଗମଞ୍ଚ, ଖୁସି ବାଣ୍ଟିଲେ କଳାକାର

By

Published : Nov 20, 2021, 2:19 PM IST

ବାଲେଶ୍ବର: ରାଜ୍ୟରେ ଯାତ୍ରା, ମେଲୋଡି ଓ ଅପେରାକୁ ମିଳିଛି ଗ୍ରୀନ ସିଗନାଲ । ଆଗଭଳି ପୁଣି କମ୍ପିବ ରଙ୍ଗମଞ୍ଚ । ଦୁଲୁକିବ ପେଣ୍ଡାଲ । ମୁହଁରେ ରଙ୍ଗ ମାଖି ଦର୍ଶକଙ୍କ ମନ କିଣିବେ କଳାକାର । ରଙ୍ଗମଞ୍ଚ ଖୋଲିବା ନେଇ ଆଜି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଦୀର୍ଘ ଦିନ ଧରି କୋରୋନା ପାଇଁ କଷଣ ଭୋଗୁଥିବା ଯାତ୍ରା କଳାକାର ଖୁସିରେ ବିଭୋର ହୋଇଯାଇଛନ୍ତି । ସରକାରଙ୍କ ନିଷ୍ପତ୍ତି ପରେ ଖୁସିବ୍ୟକ୍ତ କରିଛନ୍ତି ଯାତ୍ରାଶ୍ରୀ ବିଶ୍ବଦରବାରର କଳାକାର । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.