ETV Bharat / bharat

ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ସରକାରୀ ସହାୟତା, ଏମାନଙ୍କ ବଢ଼ିବ ଖର୍ଚ୍ଚ

ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁମାନେ ଲାଭବାନ ହେବେ ? କେଉଁମାନେ କ୍ଷତି ସହିବେ ? ଜାଣିବା ପାଇଁ ପଢ଼ନ୍ତୁ ଆଜିର ରାଶିଫଳ

author img

By ETV Bharat Odisha Team

Published : 3 hours ago

Odia Horoscope
Odia Horoscope (Getty)

ମେଷ: ଆଜି, ଆପଣଙ୍କ ପାଇଁ ଏକ ମାନ୍ଦା ଦିନ ରହିବ । ଆପଣ କ୍ଳାନ୍ତ, ଅଳସୁଆ ଏବଂ ଅସ୍ଥିର ଅନୁଭବ କରିପାରନ୍ତି । ଯେହେତୁ ଅତ୍ୟନ୍ତ ନିରୁତ୍ସାହ ଅନୁଭବ କରିବେ, କୌଣସି କାର୍ଯ୍ୟ କରିବା ପାଇଁ ଆପଣଙ୍କ ଆଗ୍ରହ ରହିବ ନାହିଁ । ଯଦି ଆପଣଙ୍କ ହତାସ ଏବଂ ବ୍ୟାକୁଳତା ଉପରେ ବିଶେଷ ଭାବରେ ନିୟନ୍ତ୍ରଣ ରଖିବେ, ତେବେ ପରିସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ରହିଛି । ଛୋଟ ଛୋଟ ଜିନିଷ ଉପରେ ଆପଣ ଧୈର୍ଯ୍ୟ ହରାନ୍ତୁ ନାହିଁ ।

Odia Horoscope
Odia Horoscope (ARIES)

ବୃଷ: କାର୍ଯ୍ୟବୋଝ ଅଧିକ ହେବ । ଆପଣ କଠିନ ପରିଶ୍ରମ କରିପାରନ୍ତି, କିନ୍ତୁ ସଫଳତା ଶୀଘ୍ର ଆସି ନପାରେ । ଆପଣ ଅନିଶ୍ଚିତ ଅନୁଭବ କରିପାରନ୍ତି । ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଉପଯୁକ୍ତ ସମୟ ନୁହେଁ । ଖାଦ୍ୟ ପ୍ରତି ନଜର ଦିଅନ୍ତୁ । ଯାତ୍ରା କ୍ଷେତ୍ରରେ ପ୍ରତିବନ୍ଧକ ଆସିପାରେ । ଆଜି ଧ୍ୟାନ ଏବଂ ଆଧ୍ୟାତ୍ମିକ ଆଡକୁ ଗତି କରନ୍ତୁ ।

Odia Horoscope
Odia Horoscope (TAURUS)

ମିଥୁନ: ଆଜି ଏକ ଆନନ୍ଦ ଉଲ୍ଲାସର ଦିନ ହେବ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭଲ ରହିବେ । ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ପରିବାର ଏବଂ ବନ୍ଧୁଙ୍କ ସହିତ ନିକଟବର୍ତ୍ତୀ ଏକ ସୁନ୍ଦର ସ୍ଥାନକୁ ଯାତ୍ରା କରିବାର ଅଛି । ଆପଣଙ୍କ ପୋଷାକପତ୍ର କିଣିବାର ଆଶା ପୂରଣ ହେବ । ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବାର ସମ୍ଭାବନା ରହିଛି ।

Odia Horoscope
Odia Horoscope (GEMINI)

କର୍କଟ: ଆଜି, ବ୍ୟବସାୟୀମାନଙ୍କର ଭାଗ୍ୟ ସେମାନଙ୍କ ସପକ୍ଷରେ ରହିବ । ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିବେ । ଆପଣ ପରିବାର ସହିତ ଅଧିକ ସମୟ ଦେବେ ଏବଂ ସେମାନଙ୍କୁ ଖୁସୀ କରିବେ । ସାରା ଦିନ ଆପଣଙ୍କ ମନ ଶାନ୍ତ ରହିବ । ଆପଣଙ୍କ ପ୍ରତିଯୋଗୀଙ୍କ ଅପେକ୍ଷା କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ ଏବଂ ସହଜରେ ସମସ୍ତଙ୍କ ମନ ଜିତିପାରିବେ ।

Odia Horoscope
Odia Horoscope (CANCER)

ସିଂହ: କଳା ଏବଂ ସୃଜନଶୀଳ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ କରିବେ । ଆଜି ଦିନ ଆପଣଙ୍କ ପାଇଁ ଅନୁକୂଳ ରହିବ । ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଭଲ କରିବେ । ଆପଣଙ୍କର ମିଳନ ବନ୍ଧୁ ଏବଂ ପ୍ରୀୟଜନଙ୍କ ସହିତ ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ରାଗ ନିୟନ୍ତ୍ରଣରେ ରଖନ୍ତୁ, ଫଳରେ ଆପଣଙ୍କ ଏକାଗ୍ରତା ବଜାୟ ରହିବ ।

Odia Horoscope
Odia Horoscope (LEO)

କନ୍ୟା: ଦିନଟି ଭଲରେ କଟି ନପାରେ । ଶରୀର ଓ ମନ ଭଲ ରହିବ ନାହିଁ । ପ୍ରେମିକାଙ୍କ ସହ ମତଭେଦ ହେବ । ମା'ଙ୍କ ଦେହ ଭଲ ରହିବ ନାହିଁ । ଧନ ସମ୍ପତ୍ତି ତଥା ଜରୁରୀ କାଗଜ ପତ୍ରର ଯତ୍ନ ନିଅନ୍ତୁ । ପାଣିକୁ ଡରିବେ । ସ୍ତ୍ରୀଙ୍କ ସହ ଯୁକ୍ତିତର୍କ ନ କରିବା ଭଲ । ଅଯଥା ଗଣ୍ଡଗୋଳରେ ଭାଗ ନିଅନ୍ତୁ ନାହିଁ । ଖର୍ଚ୍ଚ ବଢିବ ।

Odia Horoscope
Odia Horoscope (VIRGO)

ତୁଳା: ଆପଣଙ୍କ ଭାଇ ଭଉଣୀମାନେ ସ୍ୱାଗତଭରା ଏବଂ ସାହାଯ୍ୟକାରୀ ହେବେ । ନୂତନ ପ୍ରକଳ୍ପ ଏବଂ ଅଣ୍ଡର୍‌ଟେକିଙ୍ଗ୍‌ ପାଇଁ ଆଜି ଦିନ ଅତ୍ୟନ୍ତ ଶୁଭ ରହିବ । ଆପଣ ଦିନସାରା ଉଜ୍ଜ୍ୱଳ ଏବଂ ସକ୍ରିୟ ଅନୁଭବ କରିବେ । ବିଦେଶରୁ କିଛି ଭଲ ଖବର ଆସିବାର ଅଛି । ଆପଣଙ୍କ ପ୍ରତିଯୋଗୀ ଏବଂ ବିରୋଧୀଙ୍କଠାରୁ ଆପଣ ବିଜୟ ଲାଭ କରିବେ । ସମ୍ମାନ ଏବଂ ଖ୍ୟାତି ଆସିବାର ଅଛି ।

Odia Horoscope
Odia Horoscope (LIBRA)

ବିଛା: ଧନ ପ୍ରାପ୍ତିର ସୁବର୍ଣ୍ଣ ସୁଯୋଗ ହେବ । ଅଯଥା ଖର୍ଚ୍ଚକୁ ଟାଳନ୍ତୁ । ପରିବାରରେ ଅନ୍ୟ ବ୍ୟକ୍ତିଙ୍କ ଦଖଲକୁ ନଜର ଅନ୍ଦାଜ କରନ୍ତୁ ନାହିଁ । ପରିବାରରେ ସୁସମ୍ପର୍କ ସ୍ଥାପନ କରନ୍ତୁ । ଶାରୀରିକ ପରିସ୍ଥିତି ଜଟିଳ ହେବ । କୌଣସି କାର୍ଯ୍ୟରେ ଖରାପ ଚିନ୍ତା କରନ୍ତୁ ନାହିଁ । ପିଲାମାନେ ପାଠ ପଢାରେ ମନ ଦେବେ ନାହିଁ ।

Odia Horoscope
Odia Horoscope (SCORPIO)

ଧନୁ: ଆପଣ କରିଥିବା ଯୋଜନା ଭଳି ଏହି ଦିନଟି ବିତିବ । ଏହା ଆପଣଙ୍କ ପାଇଁ ଆର୍ଥିକ ଲାଭ ଆଣିବ । ଆପଣ ଦିନସାରା ତାଜା ଏବଂ ଅଧିକ ସକ୍ରିୟ ଅନୁଭବ କରିବେ । ଏକ ଛୋଟ ମନୋରଞ୍ଜନ ଯାତ୍ରା ମଧ୍ୟ ହୋଇପାରେ । ପ୍ରୀୟଜନଙ୍କ ସହିତ ଅନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି । ଏକ ଶୁଭ ଏବଂ ଖୁସୀ ଆୟୋଜନ ପାଇଁ ଆପଣଙ୍କୁ ନିମନ୍ତ୍ରଣ ପାଇବାର ସମ୍ଭାବନା ରହିଛି ।

Odia Horoscope
Odia Horoscope (SAGITTARIUS)

ମକର: ଆଜି, ଆପଣଙ୍କ ପାଇଁ ଉଲ୍ଲାସହୀନ ଏବଂ ହତାସର ଦିନ ହେବ । ସାମାଜିକ ଏବଂ ଧର୍ମ କାର୍ଯ୍ୟରେ ଆପଣ କେତେକ ଖର୍ଚ୍ଚ କରିପାରନ୍ତି । ଆପଣଙ୍କ ପ୍ରୀୟଜନମାନେ ସାହାଯ୍ୟକାରୀ ହୋଇ ନ ପାରନ୍ତି ଏବଂ ବନ୍ଧୁତ୍ୱ ଭାବ ଦେଖାଇ ନପାରନ୍ତି । ନକ୍ଷତ୍ର ପ୍ରଭାବରୁ ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ଖ୍ୟାତି ଉଭୟର କ୍ଷତି ହୋଇପାରେ । ଏହି ସବୁ କାରଣରୁ ଆପଣଙ୍କ ଭାବନା ଧର୍ମ ଏବଂ ଅଧ୍ୟାତ୍ମିକ ଆଡକୁ ଟାଣିହୋଇପାରେ ।

Odia Horoscope
Odia Horoscope (CAPRICORN)

କୁମ୍ଭ: ଆଜି ନୂତନ କାର୍ଯ୍ୟାରମ୍ଭ ପାଇଁ ପ୍ରକୃଷ୍ଟ ସମୟ ଅଟେ । ସରକାରୀ ତଥା ବ୍ୟବସାୟୀ ଦୃଷ୍ଟିରୁ ସୁଫଳ ମିଳିବ । ସ୍ତ୍ରୀଙ୍କ କାର୍ଯ୍ୟରେ ବ୍ୟସ୍ତ ରହିବେ । ସାମାଜିକ ପ୍ରତିଷ୍ଠା ବଢିବ । ସ୍ତ୍ରୀ ପିଲାଙ୍କ ଠାରୁ ସୁସମ୍ୱାଦ ମିଳିବ । ବିବାହ ଆଦି କାର୍ଯ୍ୟ ସମ୍ପର୍ଣ୍ଣ ହେବ । ସୁନ୍ଦର ଯାତ୍ରାର ସୁଯୋଗ ଅଛି । ନୂତନ ବ୍ୟବସାୟ ଆରମ୍ଭ କରିବେ ।

Odia Horoscope
Odia Horoscope (AQUARIUS)

ମୀନ: ଆଜି ଦିନଟି ସଫଳ ଯୁକ୍ତ ହେବ । ନିଜର ସଫଳତା ଏବଂ କାର୍ଯ୍ୟ ସାଧନା ପାଇଁ ମନ ପ୍ରଫୁଲ ରହିବ । ବ୍ୟବସାୟ ଭଲ ହେବ । କରଜ ମୁକ୍ତ ହେବେ । ପିତା ତଥା ବୟସ୍କମାନଙ୍କ ଦ୍ୱାରା ଉପକୃତ ହେବେ । ପାରିବାରିକ ସମ୍ପର୍କରେ ମଧୁରତା ଭରିଜିବ । ସରକାରୀ ସହାୟତା ମିଳିବ । ପ୍ରତିଷ୍ଠା ପାଇବେ । ସାମାଜିକ ଜୀବନ ସୁଖମୟ ହେବ ।

Odia Horoscope
Odia Horoscope (PISCES)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.