thumbnail

By

Published : Mar 22, 2020, 12:25 PM IST

Updated : Mar 22, 2020, 3:08 PM IST

ETV Bharat / Videos

ସ୍ୟାଣ୍ଡ ଆର୍ଟ ଆନିମେଶନରେ ଜନତା କର୍ଫ୍ୟୁ

ପୁରୀ: ସ୍ୟାଣ୍ଡରେ ଜନତା କର୍ଫ୍ୟୁର ଅଦ୍ଭୁଦ କଳାକୃତି । ପ୍ରଧାନମନ୍ତ୍ରୀ ଆହ୍ବାନ କ୍ରମେ ଦେଶବାସୀ ପାଳନ କରାଯାଉଥିବା କର୍ଫ୍ୟୁକୁ ବେଶ ଚମତ୍କାର ରୂପେ ନିଜ ସ୍ୟାଣ୍ଡ ଆର୍ଟ ଆନିମେଶନରେ ବଖାଣିଛନ୍ତି ବାଲୁକାଶିଳ୍ପୀ ମାନସ କୁମାର । ଜନତା କର୍ଫ୍ୟୁ ଅବସରରେ କୋରୋନା ସଚେତନା ଓ ଚିକିତ୍ସା କ୍ଷେତ୍ରରେ ଅହରହ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ପାଇଁ ତାଳି, ଘଣ୍ଟି, ଶଙ୍ଖ ଫୁଙ୍ଗି ସମର୍ଥନ ଜଣାଇବାକୁ ମୋଦି ଅନୁରୋଧ କରିଥିଲେ । ତେବେ ଏହାକୁ ମଧ୍ୟ ସ୍ୟାଣ୍ଡ ଆର୍ଟ ଆନିମେଶନରେ ଦର୍ଶାଇଛନ୍ତି ବାଲିକାଶିଳ୍ପୀ । ଏପରିକି ଏହି କର୍ଫ୍ୟୁକୁ ମାନି ସୁରକ୍ଷିତ ଓ ସଚେତନ ରହିବାକୁ ମଧ୍ୟ ଆହ୍ବାନ କରିଛନ୍ତି ମାନସ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Mar 22, 2020, 3:08 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.