thumbnail

By

Published : Oct 24, 2019, 5:28 PM IST

ETV Bharat / Videos

ସ୍ମିତାରାଣୀ ମୃତ୍ୟୁ ମାମଲା; ଏସପିଙ୍କ କାର୍ଯ୍ୟାଳୟ ଘେରିଲା ମହିଳା କଂଗ୍ରେସ

ଯାଜପୁର: ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାକୁ ନେଇ ଜୋର ଧରିଛି ରାଜନୀତି ।  ବିଜେପିର ବନ୍ଦ ହଡତାଳ ପରେ ଏବେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ବୁଧବାର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ପାଣିକୋଇଲି ସ୍ଥିତ ଏସପି କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଉଭୟ ବିରୋଧୀ ଦଳ । ମହିଳା କଂଗ୍ରେସର ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ରାଜ୍ୟର ବହୁ ବରିଷ୍ଠ ନେତା ଓ କର୍ମୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.