ଜଗତପୁର ବାଣ ଗୋଦାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ, ଶୁଣନ୍ତୁ କଣ କହୁଛନ୍ତି ଥାନା ଅଧିକାରୀ - ବାଣ ଗୋଦାମରେ ଚଢ଼ାଉ

🎬 Watch Now: Feature Video

thumbnail

By

Published : Nov 2, 2021, 6:46 PM IST

କୋରୋନା କଟକଣା ଯୋଗୁଁ ରାଜ୍ୟରେ ଦୀପାବଳିକୁ ନେଇ ସ୍ବତନ୍ତ୍ର କଟକଣା ଜାରି ହୋଇଛି । କେବଳ ସବୁଜ ବାଣ ବିକ୍ରି କରିବାକୁ ଅନୁମତି ଦିଆଯାଇଛି । ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ଜଗତପୁର ଥାନା ପୋଲିସ । ଆଇନକୁ ଉଲଂଘନ କରି ଅସାଧୁ ଉପାୟରେ ବାଣ ବ୍ୟବସାୟ କରିବାକୁ ଯୋଜନା ହେଉଥିଲା । ତେବେ ଏହି ସମୟରେ ଗୋଦାମରେ ପହଞ୍ଚି ବେଆଇନ ବ୍ୟବସାୟୀଙ୍କ ଏହି ଯୋଜନାକୁ ପଣ୍ଡ କରିଛି ପୋଲିସ । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.