ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ ଘୋଟାଲା - Irregularity in implementation of Pradhan Mantri Awas Yojana

🎬 Watch Now: Feature Video

thumbnail

By

Published : Nov 6, 2019, 4:26 PM IST

ଖୋର୍ଦ୍ଧା: ଗରିବ ଲୋକଙ୍କ ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ମୁଣ୍ଡ ଉପରେ ଛାତଟିଏ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହି ଯୋଜନା ଯେମିତି ଥିଲା ବାଲା ଲୋକଙ୍କ ପାଇଁ ହୋଇଥିବା ଜଣାପଡୁଛି । ଆର୍ଥିକ ସ୍ବଚ୍ଛଳ ବର୍ଗ, ମୃତ ବ୍ୟକ୍ତି ସହ ସରକାରୀ କର୍ମଚାରୀ ହାତେଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.