ଲଢୁଆ ସମ୍ପ୍ରଦାୟ ଦୁରୁଆ, ନୃତ୍ୟ ସଙ୍ଗୀତରେ ତାଙ୍କର ଅନନ୍ୟ ପ୍ରତିଭା - koraput tribes

🎬 Watch Now: Feature Video

thumbnail

By

Published : Nov 16, 2020, 8:04 PM IST

କୋରାପୁଟ: ଓଡିଶାର ଏକ ପୁରାତନ ଜନଜାତି ଦୁରୁଆ, ଦେଖିବାକୁ ଯେମିତି ଭିନ୍ନ ସେମାନଙ୍କ ଚାଲିଚଳଣି, ରହଣି, ଖାଦ୍ୟପେୟ ସେମିତି ଅନନ୍ୟ । ସେମାନଙ୍କ ନୃତ୍ୟ-ସଙ୍ଗୀତ ବିଶ୍ବ ଦରବାରରେ ପାଇଛି ସ୍ବତନ୍ତ୍ର ପରିଚୟ । ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନଯୀବିକା ନିର୍ବାହ କରନ୍ତି । ବାଉଁଶକୁ ବିଭିନ୍ନ ରୂପ ଦେବାରେ ସେମାନେ ପାରଙ୍ଗମ । ଝୁଡିଠାରୁ ଆରମ୍ଭ କରି କୁଲା, ଚାଙ୍ଗୁଡି ଆଦି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରନ୍ତି ଦୁରୁଆ ଏବଂ ଏହାହିଁ ଏମାନଙ୍କ ଜୀବିକାର ମାଧ୍ୟମ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.