ମହାମାରୀ ବେଳେ ସୁରକ୍ଷିତ ପରିବହନ ସେବା, ‘ମୋ ବସ’କୁ ଜାତୀୟ ସମ୍ନାନ - ଉତ୍ତମ ପରିବହନ ସେବା ପାଇଁ ମୋବସକୁ ସମ୍ମାନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9499023-thumbnail-3x2-award.jpg)
ଭୁବନେଶ୍ବର: କୋରୋନା କାଳରେ ଉତ୍ତମ ପରିବହନ ବ୍ୟବସ୍ଥା ପାଇଁ ‘ମୋ ବସ’ ସେବାକୁ ଜାତୀୟ ସମ୍ମାନୀତ । କେନ୍ଦ୍ର ଗୃହ ଓ ନଗର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ 13ତମ ସହରାଞ୍ଚଳ ମୋବିଲିଟି ଇଣ୍ଡିଆ ସମ୍ମିଳନୀରେ ‘ମୋ ବସ’କୁ ଏକ୍ସିଲେନ୍ସି ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇଁ କ୍ରୁଟ କର୍ତ୍ତୁପକ୍ଷଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।