ସମସ୍ତଙ୍କ ପରେ ମେଲାଣି ନିଅନ୍ତି ଚାନ୍ଦିନୀଚୌକ ମା', ଜାଣନ୍ତୁ କ'ଣ ରହିଛି ଇତିହାସ...

🎬 Watch Now: Feature Video

thumbnail
କଟକ: ସରିଛି ଦୁର୍ଗାପୂଜା । ଦଶଦିନର ପୂଜାର୍ଚ୍ଚନା ପରି ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା' । ପୂଜା ସରିବା ପରେ ଗତକାଲି(ଶନିବାର) ବିଭିନ୍ନ ସ୍ଥାନରେ ମା' ଜଗତଜନନୀଙ୍କ ଭସାଣୀତ୍ସୋବ ଅନୁଷ୍ଠିତ ହୋଇଛି । ନିରାଡମ୍ବରରେ ମା'ଙ୍କୁ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ । ଶନିବାର କଟକର ପ୍ରାୟ ସମସ୍ତ ପୂଜା କମିଟିର ମେଢ ବିସର୍ଜନ ହୋଇଥିବାବେଳେ ଆଜି ଶେଷରେ ଦେବିଗଡାରେ ପହଞ୍ଚିଛି ଚାନ୍ଦିନୀଚୌକ ପୂଜା କମିଟି । ସେଠାରେ ମା' ଦୁର୍ଗାଙ୍କ ବିସର୍ଜନ କରାଯାଇଛି । ପରମ୍ପରା ଅନୁଯାୟୀ, ସବୁ ମେଢ ବିସର୍ଜନ ପରେ ଚାନ୍ଦିନୀ ଚୌକ ମେଢକୁ ମେଲାଣି ଦିଆଯାଏ । ତେବେ କାହିଁକି ଏପରି ପରମ୍ପରା ରହିଛି ଏବଂ କେବେଠୁ ଏହି ପ୍ରଥା ଚାଲିଆସୁଛି ସେନେଇ ପୂଜା କମିଟି ସମ୍ପାଦକଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ଭାରତ କଟକ ପ୍ରତିନିଧି ପ୍ରଭୁ କଲ୍ୟାଣ ପାଲ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.