ହୀରାକୁଦ ଇକୋ ରିଟ୍ରିଟ ଉଦଘାଟିତ - ଇକୋ ରିଟ୍ରିଟ ଉଦଘାଟିତ
🎬 Watch Now: Feature Video

ସମ୍ବଲପୁର: ଉଦଘାଟିତ ହୋଇଛି ହୀରାକୁଦ ଇକୋ ରିଟ୍ରିଟ 2020। ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଥମ ଥର ପାଇଁ ଏଥର ହୀରାକୁଦରେ ଆୟୋଜିତ ହୋଇଛି ହୀରାକୁଦ ଇକୋ ରିଟ୍ରିଟ। ଆଜିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଫେବ୍ରୁଆରୀ 28 ଯାଏ ଚାଲିବ। ରାଜ୍ୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ,ସ୍ଥାନୀୟ ଜନ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଫିତା କାଟି ଏହାର ଶୁଭାରମ୍ଭ କରିଛନ୍ତି।