ବଗଲା ଧର୍ମଶାଳା ଜମି ବିବାଦ ମାମଲା: ସମସ୍ତ 23 ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ

🎬 Watch Now: Feature Video

thumbnail

By

Published : Nov 16, 2020, 4:52 PM IST

କଟକ: ବଗଲା ଧର୍ମଶାଳା ଜମି ବିବାଦ ମାମଲାରେ ସମସ୍ତ 23 ଜଣ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ସମସ୍ତ ସରକାରୀ ପକ୍ଷଙ୍କ ସମେତ ଜମି କ୍ରୟ କରିଥିବା 6ଜଣ କ୍ରେତାଙ୍କୁ ଏହି ନୋଟିସ ଜାରି ହୋଇଛି । ରାଜସ୍ବ ପରିଷଦ ସଦସ୍ୟ, ପୁରୀ କୋଣାର୍କ ଉନ୍ନୟନ ଅଧିକାରୀ, ଓଡିଶା ବ୍ରିଜ କନଷ୍ଟ୍ରକ୍‌ସନ କର୍ପୋରେସନ, ପୁରୀ ମୁନିସିପାଲିଟି ଓ ଶ୍ରୀମନ୍ଦିର ପ୍ରଶାସନ ଆଦିଙ୍କୁ ନୋଟିସ ଜାରି କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.