thumbnail

Cyclone Jawad: ବର୍ଷା ଧୋଇଦେଲା ଧାନ ଫସଲ, ଚିନ୍ତାରେ ଚଷା ପୁଅ

By

Published : Dec 5, 2021, 10:45 PM IST

କଟକ: ବାତ୍ୟା ଜୱାଦ ଉଜାଡ଼ି ଦେଲା ଧାନ ଫସଲ । ହେକ୍ଟର ହେକ୍ଟର ଜମିରେ ଲହଡି ମାରୁଛି ବର୍ଷାଜଳ । ଅମଳ ସମୟରେ ଜିଲ୍ଲାର ଅନେକ ଅଞ୍ଚଳରେ ବର୍ଷା ସାଜିଲା ଦାଉ । ବିଲରୁ ଧାନ ଘରକୁ ଆସିବ କି ସେଇଟି ପଚିବ ତାହାକୁ ଚିନ୍ତାରେ ଚାଷୀ । ଜି୍ଲାର ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ଆଠଗଡ଼ ଆଦି ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.