‘କୋରୋନାର ନୂଆ ଷ୍ଟ୍ରେନକୁ ମୁକାବିଲା ପାଇଁ ସଜାଗ ରାଜ୍ୟ’ - ଓଡିଶାରେ ନୂଆ ଷ୍ଟ୍ରେନର କରୋନା ଭାଇରସ ଭୟ
🎬 Watch Now: Feature Video

ଝାରସୁଗୁଡା: ବ୍ରିଟେନ୍ରେ ନୂଆ ପ୍ରଜାତିର କୋରୋନା ଭୂତାଣୁକୁ ନେଇ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଭାରତ ଏ ଦିଗରେ ସତର୍କତା ପଦକ୍ଷେପ ଗ୍ରହଣ କରିଛି । ସେହିଭଳି ନୂଆ ଷ୍ଟ୍ରେନର କରୋନା ଭାଇରସକୁ ନେଇ ସତର୍କତା ମୂଳକ ପଦକ୍ଷେପ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ଆଜି(ଶନିବାର) ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।