ଗୁଲଜାରଙ୍କ ପୁସ୍ତକର ସୂର୍ଯ୍ୟୋଦୟ ହଳଧର ନାଗ - padmashree hanldhar nag on gulzar ji book
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10016114-thumbnail-3x2-haladharnag.jpg)
ବରଗଡ: ବିଶିଷ୍ଟ ଗୀତିକାର ଓ କବି ଗୁଲଜାରଙ୍କ ପଦ୍ମଶ୍ରୀ ହଲଧର ନାଗଙ୍କୁ ଉପହାର । ତାଙ୍କ ଲିଖିତ 'A poem A Day' ପୁସ୍ତକକୁ ସେ ହଳଧର ନାଗଙ୍କୁ ଭେଟି ଦେଇଛନ୍ତି । ଏହାସହ ପୁସ୍ତକର ପ୍ରଥମ ପୃଷ୍ଠାରେ ପଦ୍ମଶ୍ରୀଙ୍କୁ ଏହି ପୁସ୍ତକର ଆଲୋକ ବୋଲି କହି ଧନ୍ୟବାଦ ଜଣାଇଛନ୍ତି ଗୁଲଜାର । ଏହି ପୁସ୍ତକ ସହିତ ଏକ ଚିଠି ମଧ୍ୟ ହଳଧର ନିକଟକୁ ସେ ପଠାଇଥିଲେ । 18 ଡିସେମ୍ବରରେ ଲେଖାଯାଇଥିବା ଏହି ଚିଠି 23ରେ ପହଞ୍ଚିଥିଲା ।