କୋରୋନା ଯୋଦ୍ଧାଙ୍କୁ ଗାର୍ଡ ଅଫ ଅନର - Corona warrior Sridhar Swain
🎬 Watch Now: Feature Video

ନୟାଗଡ଼: କୋରୋନାରେ ମୃତ୍ୟୁବରଣ କରିଥିବା କୋରୋନା ଯୋଦ୍ଧା ଶ୍ରୀଧର ସ୍ବାଇଁଙ୍କୁ ନୟାଗଡ଼ ସ୍ଥିତ ପିଟିଏସ ପଡ଼ିଆ ଠାରେ ଗାର୍ଡ ଅଫ ଅନର ଦିଆଯାଇଛି l ଏହି ଅବସରରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଏସପି ପ୍ରତ୍ୟୁଷ ଦିବାକର, ବନଖଣ୍ଡ ଅଧିକାରୀ ଧନାରାଜ ଏଚଡି ପ୍ରମୁଖ ତଥା ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ଆଶା କର୍ମଚାରୀ ମାନେ ଉପସ୍ଥିତ ରହି ତାଙ୍କ ମର ଶରୀରରେ ଫୁଲତୋଡା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l