ଖାଇଗଲେ ନଗଡା ବିକାଶ ଟଙ୍କା, ଲୋକାୟୁକ୍ତ ନୋଟିସ ପରେ ଦେଖାଉଛନ୍ତି ତତ୍ପରତା - ଲୋକାୟୁକ୍ତ ନୋଟିସ

🎬 Watch Now: Feature Video

thumbnail

By

Published : Nov 6, 2019, 11:47 PM IST

ଯାଜପୁର: ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲାର ଅପପୃଷ୍ଟି ଇଲାକା ଭାବେ ପରିଚିତ ନଗଡା । ଏହି ଅଞ୍ଚଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ବ୍ୟାପକ ଅର୍ଥ ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ଲୋକୟୁକ୍ତଙ୍କ ପକ୍ଷରୁ ଜିଲ୍ଲାର ଛଅ ସରକାରୀ ଅଧିକାରୀଙ୍କୁ ନୋଟିସ ଜାରି ହେବା ପରେ ସନ୍ଦେହ ଘେରରେ ଜିଲ୍ଲା ପ୍ରଶାସନ। ଏହି ଅନିୟମିତତା ସମ୍ପର୍କରେ ସ୍ଥିତି ଜାଣିବାକୁ ଇଟିଭି ଭାରତ ଟିମ ପହଞ୍ଚିଥିଲା ନଗଡ଼ାରେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.