ମାଓଗଡରୁ ମୁଖ୍ୟସ୍ରୋତ...କେମିତି ରହିଛି ବିକାଶର ଚିତ୍ର - malakangiri parjaguda village
🎬 Watch Now: Feature Video

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ପରଜାଗୁଡା ଗାଁ । ଏହି ଗାଁରେ ଦିନେ ନକ୍ସଲ ରାଜୁତି ଚାଲୁଥିବାବେଳେ ଏବେ ଏଠାକାର ଅବସ୍ଥା କିପରି ରହିଛି ତାହା ଜାଣିବା ଲାଗି ଦେଖନ୍ତୁ ଏହି ରିପୋର୍ଟ...