କ'ଣ ରହିଛି ମହାପ୍ରଭୁଙ୍କ ଆଡ଼ପ ଅବଢ଼ାର ମାହାତ୍ମ୍ୟ, ଶୁଣନ୍ତୁ...

By

Published : Jul 14, 2021, 4:13 PM IST

thumbnail
ପୁରୀ: ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ଏବେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ ଏହି ଆଡ଼ପ ମଣ୍ଡପରେ ମହାପ୍ରଭୁ ଥିବାବେଳେ ଯେଉଁ ଅନ୍ନ ଭୋଗ ଲାଗି ହୋଇଥାଏ, ଏହାକୁ ଆଡ଼ପ ଅବଢ଼ା କୁହାଯାଏ । ତେବେ ଆଡ଼ପ ଅବଢା କ'ଣ ଓ ଏହାର କ'ଣ ମାହାତ୍ମ୍ୟ ରହିଛି ଆସନ୍ତୁ ଜାଣିବା ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମାଙ୍କ ମୁହଁରୁ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.