ଗୋପାଳ ଚନ୍ଦ୍ର ହୋତା: ପେଶା ଓକିଲାତି ନିଶା ଜଙ୍ଗଲ ସୁରକ୍ଷା - ବଲାଙ୍ଗୀରର ପ୍ରକୃତି ପ୍ରେମୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6351766-961-6351766-1583759171049.jpg)
ବଲାଙ୍ଗୀର: ପିଲାଟି ଦିନରୁ ସ୍କୁଲ ବହିରେ ପରିବେଶ ରକ୍ଷା ନେଇ ସଭିଏଁ ପଢିଥିବେ । ହେଲେ ଏହାକୁ ବାସ୍ତବରେ କେତେ ଜଣ ମାନନ୍ତି । କେତେ ଜଣ ପ୍ରକୃତିକୁ ବଞ୍ଚାଇବା ପାଇଁ ସହୃଦୟେ ପ୍ରୟାସ କରନ୍ତି ? ହୁଏତ ଉତ୍ତରରେ ମନକୁ ବହୁତ କମ ଲୋକଙ୍କ ନାମ ଆସିବ । ହେଲେ ବଲାଙ୍ଗୀରରେ ଅଛନ୍ତି ଏପରି ଜଣେ ବ୍ୟକ୍ତି ଯିଏ ନିଜର ସାରା ଜୀବନ ପ୍ରକୃତିକୁ ଉତ୍ସର୍ଗ କରିଦେଇଛନ୍ତି । ଗଛ କଟା ରୋକି ଜଙ୍ଗଲ ସୃଷ୍ଟି ଦିଗରେ ସେ କରି ଚାଲିଛନ୍ତି ଅବିରତ ପ୍ରୟାସ । ସେ ହେଉଛନ୍ତି ବଲାଙ୍ଗୀରର ଗୋପାଳ ଚନ୍ଦ୍ର ହୋତା ।