ଦିନକ ପରେ ସ୍ବାଧୀନତା ଦିବସ, ସରିଲା ଫୁଲ୍ ଡ୍ରେସ ପରେଡ ଅଭ୍ୟାସ

By

Published : Aug 13, 2020, 12:59 PM IST

thumbnail
ଭୁବନେଶ୍ବର: ଦିନକ ପରେ ସ୍ବାଧୀନତା ଦିବସ। ତେବେ ଏଥର କୋଭିଡ ପାଇଁ ନିରାଡମ୍ବର ଭାବରେ କରାଯିବ ପାଳନ। ଗୃହ ବିଭାଗର ଗାଇଡଲାଇନ ଅନୁସାରେ ପାଳନ ହେବ ସ୍ବାଧୀନତା ଦିବସ। ଏନେଇ ପ୍ରଦର୍ଶନୀ ପଡିଆରେ ହୋଇଛି ଫୁଲ୍ ଡ୍ରେସ ପରେଡ ଅଭ୍ୟାସ। ଏଥର 3 ପ୍ଲାଟୁନ ମୁତୟନ ହେବେ । ଗୋଟିଏ ପ୍ଲାଟୁନ ଓଡ୍ରାଫ, ଗୋଟିଏ ପ୍ଲାଟୁନ 7 ବାଟାଲିୟନ ଓ ଗୋଟିଏ ପ୍ଲାଟୁନ ଏସଏସବି ମୁତୟନ ହେବେ। କୋଭିଡ ନିୟମ ଭିତରେ ସମାପନ ହେବ ସ୍ବାଧୀନତା ଦିବସ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.