thumbnail

By

Published : Mar 9, 2020, 7:43 PM IST

ETV Bharat / Videos

ଶ୍ରୀଚୂଲ୍ଲା ନିର୍ମାଣ କରି ସଫଳ ଉଦ୍ୟୋଗୀ ଶୁଭରାଣୀ ମହାନ୍ତି

ଜଗତସିଂହପୁର: ମହିଳା ନିଜ ଉଦ୍ୟମ ବଳରେ ଗିରି ଶୃଙ୍ଗ ଲଙ୍ଘିବାର କ୍ଷମତା ରଖେ । ଅସାଧ୍ୟକୁ ସାଧ୍ୟ କରିବାର ଦୃଢ ମନୋବଳ ରଖେ । ତଥାପି ନାରୀ ଜୀବନର ଅଧାରୁ ଅଧିକ ସମୟ କଟେ ରୋଷଶାଳରେ । ଚୂଲ୍ଲାର ନିଆଁ ଓ ଧୂଆଁ ସହ ଜଡିତ ନାରୀ ଜୀବନ । ହେଲେ ଏହି ଧୂଆଁ ଯେ ଶରୀର ପ୍ରତି କେତେ ହାନିକାରକ ତାହା କଳ୍ପନା ବାହାରେ । ଏମିତିରେ ନାରୀ ଜୀବନର ଏହି ଦୈନନ୍ଦିନ ସମସ୍ୟାକୁ ହୃଦବୋଧ କରି ସମାଧାନ ଖୋଜିବା ପାଇଁ ଅଣ୍ଟା ଭିଡିଥିଲେ ଜଗତସିଂହପୁର ଜିଲ୍ଲା ତରଡାପଡାର ଶୁଭରାଣୀ ମହାନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.