କୋରୋନା ଭୟ: ଏଥର ହର୍ବାଲ ହୋଲି - herbal holi
🎬 Watch Now: Feature Video
ଭୁବନେଶ୍ବର: ଭାରତୀୟ ସଂସ୍କୃତିରେ ରଙ୍ଗର ପର୍ବ ହୋଲି ବେଶ ଗୁରୁତ୍ବ ବହନ କରିଛି । ଏହିଦିନ ବିଭିନ୍ନ ଦେବାଦେବୀଙ୍କ ପୀଠରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଏହାକୁ ଏହାକୁ ବେଶ ଆନନ୍ଦ ଉତ୍ସାହର ସହ ପାଳନ କରନ୍ତି। ଏହି ପର୍ବ ସମାଜରେ ପ୍ରେମ ଓ ସଦ୍ଭାବନା ଉତ୍କୃଷ୍ଟ ନିଦର୍ଶନ।