thumbnail

By

Published : Apr 23, 2021, 5:28 PM IST

ETV Bharat / Videos

କୋରୋନା ସଙ୍କଟରେ ଆପଣଙ୍କ ସୁରକ୍ଷା ପ୍ରସଙ୍ଗ, ଇଟିଭି ଭାରତ ସହ...

ହୃଦୟବିଦାରକ, ଅସହ୍ୟ ! ଗୋଟିଏ ପଟେ ଭାଇରସ ଲହର ଓ ଅନ୍ୟପଟେ ଅର୍ଥବ୍ୟବସ୍ଥାର କହର । ଦେଶରେ କୋରୋନା କାଳ ବଡ ବିକଟାଳ, ଔଷଧ ଅଭାବ ଓ ଅକ୍ସିଜେନ ପାଇଁ ମଚିଯାଇଛି ତ୍ରାହିମାମ, ଲକ୍ଷେ ପ୍ରଚେଷ୍ଟା ପରେ ବି ସରକାରଙ୍କ ହାତ ଖାଲି ଆଉ ଜନତା ହସ୍ପିଟାଲରେ ବେଡଟିଏ ପାଇଁ ହେଉଛନ୍ତି ହିନସ୍ତା । ଦେଖନ୍ତୁ ଇଟିଭି ଭାରତର ଏହି ରିପୋର୍ଟ, ଆଉ ଅନୁଭବ କରନ୍ତୁ କୋରୋନା ଦାଉ, ଦେଶବାସୀଙ୍କ ଦୁଃଖ.....

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.