thumbnail

By

Published : May 21, 2020, 12:16 AM IST

ETV Bharat / Videos

ଜାଣନ୍ତୁ, ଅମ୍ଫାନ ପ୍ରଭାବରେ କେତେ ପ୍ରଭାବିତ ମତ୍ସ୍ୟଜୀବି

ଭଦ୍ରକ: ବାତ୍ୟା ଅମ୍ଫାନର ପ୍ରଭାବ ଯୋଗୁଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକର ମତ୍ସ୍ୟଜୀବିମାନଙ୍କୁ ସମୁଦ୍ରକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ରୋକ୍ ଲଗାଯାଇଛି । ଏଥିସହ ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରଥମେ କୋରୋନା ମହାମାରୀ ଓ ଏବେ ବାତ୍ୟା ଅମ୍ଫାନ। ଏହା ମଧ୍ୟରେ କିପରି ସେମାନେ ଅଛନ୍ତି । ସେନେଇ ଗ୍ରାଉଣ୍ଡ ଜିରୋରୁ ଆମେ ସ୍ଥିତି ପରଖିଥିଲୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.