ବନ୍ୟାରେ ଯାଜପୁରରେ ବ୍ୟାପକ ଫସଲ ନଷ୍ଟ, ଦେଖନ୍ତୁ ଭିଡିଓ... - ତଣ୍ଡରା ପଞ୍ଚାୟତରେ ବନ୍ୟା

🎬 Watch Now: Feature Video

thumbnail

By

Published : Sep 4, 2020, 12:51 PM IST

ଯାଜପୁର: ବନ୍ୟାରେ ଜିଲ୍ଲାର 70ହଜାରରୁ ଅଧିକ ହେକ୍ଟର ଜମିର ଚାଷ ନଷ୍ଟ ହୋଇଛି। ଖରସ୍ରୋତା ନଦୀରେ ବନ୍ୟା ଆସିବା ଫଳରେ କୋରେଇ ବ୍ଲକ୍ ତଣ୍ଡରା ପଞ୍ଚାୟତର ବରେଇ ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବନ୍ୟାଜଳ ମାଡିଯାଇ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଯାଇଛି। ଧାନ, ଭେଣ୍ଡି, ଜହ୍ନି, ବାଇଗଣ, କଲରା, କାକୁଡି, ଝୁଡଙ୍ଗ, ବୋଇତାଳୁ ଆଦି ପନିପରିବା ଫସଲ ସମ୍ପୂର୍ଣ୍ଣ ବନ୍ୟାରେ ଧୋଇଯାଇଛି। ତେବେ ଏବେ ସେଠାକାର ସ୍ଥିତି କଣ ରହିଛି ତାହା ଜାଣିବା ପାଇଁ ଆମ ସମ୍ବାଦଦାତା ଜ୍ଞାନରଞ୍ଜନ ଓଝା ବରେଇ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.