କ୍ବାରେଣ୍ଟାଇନ ସେଣ୍ଟରରେ ବାସ୍ତବ ସ୍ଥିତି ପରଖିଲା ‘ଇଟିଭି ଭାରତ’

By

Published : Jul 2, 2020, 8:53 PM IST

thumbnail
ଭବାନୀପାଟଣା: ରାଜ୍ୟରେ ଧିରେ ଧିରେ କାୟା ବିସ୍ତାର କରିବାକୁ ଲାଗିଛି କୋରୋନା ଭାଇରସ । ଦିନକୁ ଦିନ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବିଶେଷକରି କ୍ବାରେଣ୍ଟାଇନ ସେଣ୍ଟରରୁ ଅଧିକ ମାତ୍ରାରେ ପଜିଟିଭ ଚିହ୍ନଟ ହେଉଛନ୍ତି । ତେବେ କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 71 କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେଥିରୁ 57ଜଣ ସୁସ୍ଥ ହୋଇଥିବା ବେଳେ 14ଜଣ ଚିକିତ୍ସାଧିନ ଅଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.