ପାରାଦ୍ବୀପରେ ୟସ୍ ପ୍ରଭାବ, ସମୁଦ୍ରରେ ଉଠୁଛି ବଡ ଜୁଆର - ପାରାଦ୍ବୀପରେ ବାତ୍ୟା ୟସ୍‌ର ପ୍ରଭାବ

🎬 Watch Now: Feature Video

thumbnail

By

Published : May 26, 2021, 12:59 PM IST

ପାରାଦ୍ବୀପ: ଭଦ୍ରକର ଧାମରା ଓ ବାଲେଶ୍ବର ଉପକୂଳରେ ଜାରି ରହିଛି ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟା ପାଇଁ ଜଗତସିଂହପୁର ରେଡ ଜୋନ ରହିଥିବା ବେଳେ ପାରାଦ୍ବୀପ ସମୁଦ୍ର ହୋଇଛି ଅଶାନ୍ତ । ଗର୍ଜନ କରି କୂଳ ଆଡକୁ ମାଡି ଆସୁଛି ଉଚ୍ଚ ଜୁଆର । ପୂର୍ବରୁ ପାରାଦ୍ବୀପରେ ବାତ୍ୟା ଲ୍ୟାଣ୍ଡଫଲ କରିବାକୁ ଥିବା ଆଶଙ୍କା କରାଯାଇଥିଲା । କିନ୍ତୁ ବାତ୍ୟାର ଗତିରେ ପରିବର୍ତ୍ତନ ହେବା ପରେ ଏହା ଭଦ୍ରକରେ ଲ୍ୟାଣ୍ଡଫଲ କରୁଛି । ପାରାଦ୍ବୀପରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.