ମହାଶିବରାତ୍ରୀ; ବାନା ଛୁଇଁବାକୁ ଲିଙ୍ଗରାଜ ପୀଠରେ ଲମ୍ବାଧାଡି - ବାନା ଛୁଇଁବାକୁ ଲାଗିଛି ଭକ୍ତିଙ୍କ ଲମ୍ବାଧାଡି

🎬 Watch Now: Feature Video

thumbnail

By

Published : Feb 21, 2020, 7:43 PM IST

ଭୁବନେଶ୍ବର: ଶୁକ୍ରବାର ପବିତ୍ର ମହାଶିବରାତ୍ରୀ । ହିନ୍ଦୁ ଧର୍ମରେ ଏହା ମହାଦେବଙ୍କ ସବୁଠୁ ବଡ ଉତ୍ସବ । ବର୍ଷକ ଅପେକ୍ଷା ପରେ ଆଜି ଭଳି ପବିତ୍ର ଦିନରେ ଭକ୍ତ ଭୋଳା ବାବାଙ୍କ ନିକଟରେ ଦୀପ ଜାଳିବେ । ଏଥିପାଇଁ ଚଳଚଞ୍ଚଳ ରାଜଧାନୀ ସ୍ଥିତ ଲିଙ୍ଗରାଜ ମହାଦେବ ପୀଠ । ଆଉ ଆଜି ଭଳି ପବିତ୍ର ଦିନରେ ମନ୍ଦିରର ବାନା ଛୁଇଁବାକୁ ଭକ୍ତଙ୍କୁ ସୁଯୋଗ ମିଳିଥାଏ । ଯାହାକୁ ଛୁଇଁବା ପାଇଁ ବ୍ୟାକୁଳ ହୋଇ ରହିଥାନ୍ତି ଭକ୍ତ । ଏହି ଅବସରରେ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମନ୍ଦିରର ବାନା ଛୁଇଁବାକୁ ଭକ୍ତଙ୍କ ପାଇଁ କିପରି ବ୍ୟବସ୍ଥା କରାଯାଇଛି ଏବଂ ଏହାର କଣ ସବୁ ମହତ୍ବ ରହିଛି ....ସେ ସବୁ ଜାଣିବାକୁ ଆମ ସମ୍ବାଦଦାତା ମନ୍ଦିର ପୂଜକ ଓ କିଛି ଭକ୍ତଙ୍କ ସହ ଆଲୋଚନା କରିଥିଲେ । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.