Cyclone Jawad Effect: ଗୋପାଳପୁର ସମୁଦ୍ରରେ ଉଠୁଛି ଜୁଆର - gopalpur cyclone effect
🎬 Watch Now: Feature Video
ବ୍ରହ୍ମପୁର: ସାମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତିତ ହୋଇପଡିଥିବା ଗଞ୍ଜାମ ଜିଲ୍ଲାବାସୀ ପ୍ରଭାବ କମିବା ପରେ ସାମାନ୍ୟ ଆଶ୍ବସ୍ତି ରହିଥିବା ଦେଖାଯାଇଛି । ବାତ୍ୟା ଜୱାଦର ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇଥଇଥିଲା । ଗଞ୍ଜାମରେ ଶନିବାର ସକାଳେ କିଛି ଅଞ୍ଚଳରେ ଝିପି ଝିପି ବର୍ଷା ହୋଇଥିଲା । ଗୋପାଳପୁର ସମୁଦ୍ରରେ ଅମାବାସ୍ୟା ଯୋଗୁଁ ସାମାନ୍ୟ ଜୁଆର ଦେଖିବାକୁ ମିଳିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ