ୟସ ପ୍ରଭାବ: କଟକରେ ବର୍ଷା ପବନ ଜାରି

By

Published : May 26, 2021, 9:58 AM IST

thumbnail
କଟକ: ଆଉ କେଇ ଘଣ୍ଟା ପରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଏହା ପୂର୍ବରୁ ବାତ୍ୟାର ପ୍ରଭାବ କଟକରେ ଦେଖିବାକୁ ମିଳିଛି । ବର୍ଷାର ପରିମାଣ ବଢିବା ସହ ପବନର ବେଗ ମଧ୍ୟ ବଢୁଛି । ଗତକାଲି(ବୁଧବାର) ବିଳମ୍ବିତ ରାତ୍ରିରେ ଯଦିଓ ପବନର ବେଗ ତିବ୍ର ଦେଖିବାକୁ ମିଳିଥିଲା ତଥାପି ସହରରେ କୌଣସି କ୍ଷତି ଘଟିନଥିବା ଜଣାପଡିଛି । ଲ୍ୟାଣ୍ଡଫଲ ସମୟରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୧୯୫ଟି ପମ୍ପର ବ୍ୟବସ୍ଥା କରାଯାଇଛି । ସେହିପରି ସମସ୍ତ ୩୦ଟି ବସ୍ତିରୁ ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ତେବେ କଟକରେ କିପରି ରହିଛି ବାତ୍ୟାର ପ୍ରଭାବ, ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ....

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.