ଟିକା ନେବା ପାଇଁ ଡାକ୍ତରଖାନାର ପରିସରରେ ପ୍ରବଳ ଭିଡ଼, ଦେଖନ୍ତୁ ଭିଡି଼ଓ - ଟିକା ପାଇଁ ପ୍ରବଳ ଭିଡ଼

🎬 Watch Now: Feature Video

thumbnail

By

Published : May 10, 2021, 1:46 PM IST

ଆନନ୍ଦପୁର: ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନାରେ ଟିକା ନେବା ପାଇଁ ଲାଗିଛି ପ୍ରବଳ ଭିଡ଼ । ଲୋକମାନେ ସାମାଜିକ ଦୂରତାକୁ ଫୁ କରିଥିବା ଦେଖିବାକୁ ମିଳିଛି । ଘଣ୍ଟା ଘଣ୍ଟା ଧରି ଏଭଳି ଠିଆ ହୋଇ ରହିଛନ୍ତି ଲୋକେ । ଗୋଟିଏ ପଟେ ଟିକା ନେବାକୁ ଆସିଥିବା ବେଳେ ଅନ୍ୟପଟେ କୋରୋନାକୁ ଆମନ୍ତ୍ରଣ କରୁଛନ୍ତି । ଟିକା ନେବା ପାଇଁ ରାତି 3ଟାରୁ ଲୋକମାନେ ଲଗାଉଛନ୍ତି ଲାଇନ । ଏ ସମ୍ପର୍କରେ ଖବର ପାଇବା ପରେ ପୋଲିସ ଟିକାକେନ୍ଦ୍ରରେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିଛି । ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.