ରବିବାର ଠୁ ଭୀମସାରରେ କୋଭିଡ-19 ପରୀକ୍ଷା - ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ
🎬 Watch Now: Feature Video
ରବିବାର ଠାରୁ ସମ୍ବଲପୁର ବୁର୍ଲା ସ୍ଥିତ ଭୀମସାର ମେଡିକାଲରେ ଆରମ୍ଭ ହେବ କୋଭିଡ-19 ସ୍ବାବ ନମୂନା ପରୀକ୍ଷା। ଏଥିପାଇଁ ସବୁ ବ୍ୟବସ୍ଥା ହୋଇସାରିଛି। ଶନିବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବୁର୍ଲା ଆସି ଭୀମସାରର ପ୍ରମୁଖ ପଦାଧିକାରୀ ଓ ଡାକ୍ତରଙ୍କ ସହ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି।