ବାଟବଣା ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଲାଞ୍ଚ ବଦଳରେ ମିଳୁଛି ଘର - ରାଣୀମୁଣ୍ଡା ପଞ୍ଚାୟତରେ ଦୁର୍ନୀତି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-4954436-thumbnail-3x2-awas.jpg)
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ରାଣୀମୁଣ୍ଡା ଗ୍ରାମପଞ୍ଚାୟତରୁ । ଏଠାରେ ଲାଞ୍ଚ ବଦଳରେ ଆବାସ ଗୃହ ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି ।