କୋରୋନା ସମୟରେ ରାଜନୀତି! ସମୀକ୍ଷା ବୈଠକକୁ ଆସିଲେନି ବିଧାୟକ - corona review meeting in cuttack

🎬 Watch Now: Feature Video

thumbnail

By

Published : May 2, 2020, 9:50 PM IST

କଟକ: ଦେଶ କୋରୋନା ଭଳି ମାରାତ୍ମକ ଭୁତାଣୁର ସାମ୍ନା କରୁଥିବାବେଳେ ଏହି ସମୟରେ ଦେଖା ଦେଇଛି କୋରୋନା ରାଜନୀତି । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି(ଶନିବାର) ବସିଥିବା କୋରୋନା ସମୀକ୍ଷା ବୈଠକକୁ କଟକ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ସମସ୍ତ ମନ୍ତ୍ରୀ ବିଧାୟକଙ୍କୁ ଡକାଯାଇଥିଲା। ମାତ୍ର ସବୁଠାରୁ ବଡ଼ କଥା ହେଉଛି, ଏହି ସମୀକ୍ଷା ବୈଠକକୁ ଅନେକ ପୂର୍ବତନ ବିଧାୟକଙ୍କୁ ଡକାଯାଇ ଥିବାବେଳେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଏହି ବୈଠକକୁ ଡକାଯାଇ ନଥିଲା। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି, ଏହି ବୈଠକକୁ ପଞ୍ଚାୟତରାଜ ମନ୍ତ୍ରୀ ଡାକିଥିଲେ ,ଏନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.