ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ କୋରୋନା ସଚେତନତା - ବାଲୁକା କଳାରେ କୋରୋନା ସଚେତନତା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6472933-thumbnail-3x2-sudarsanpattnaik.jpg)
ଭୁବନେଶ୍ବର: ଦେଶରେ ଜାରି ରହିଛି କୋରୋନାର କାୟା ବିସ୍ତାର । ଏପରିସ୍ଥଳେ କେବଳ ସଚେତନତା, ସତର୍କତା ଓ ସ୍ବଚ୍ଛତାରେ କୋରୋନା କବଳରୁ ନିସ୍ତାର ମିଳିବାର ସମ୍ଭାବନା ରହିଛି । ଏପରିସ୍ଥଳେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ କୋରୋନା ସଚେତନତା ଓ ଚିକିତ୍ସକ ଦଳଙ୍କ ପାଇଁ ହୃଦୟସ୍ପର୍ଶୀ ବାର୍ତ୍ତା ଦେଇଛନ୍ତି ।