Panchayat Poll: ନିଆଳି ବ୍ଳକରେ କଂଗ୍ରେସ ସ୍ଥିତି ବଖାଣିଲେ ପ୍ରାର୍ଥୀ - ନିଆଳି ପଞ୍ଚାୟତ ନିର୍ବାଚନ ଅପଡେଟ
🎬 Watch Now: Feature Video

ନିଆଳି: ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଏବେ ଗାଁ ଓ ଭୋଟରଙ୍କ ନିକଟତର ହେଉଛନ୍ତି । କିଏ ବିକାଶର କଥା କହୁଥିବା ବେଳେ ଆଉ କିଏ ଦୁର୍ନୀତିକୁ ପ୍ରସଙ୍ଗ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । କଟକ ଜିଲ୍ଲା ନିଆଳି ବ୍ଳକର ୨୦ ନମ୍ବର ଜୋନରେ କ’ଣ ରହିଛି କଂଗ୍ରେସର ସ୍ଥିତି ସେ ସମ୍ପର୍କରେ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଉମେଶ ଚନ୍ଦ୍ର ମଲ୍ଲିକ ।